Odia Sadharan gyan

Odia Sadharan gyan Contact information, map and directions, contact form, opening hours, services, ratings, photos, videos and announcements from Odia Sadharan gyan, Science, Technology & Engineering, Berhampur.

06/06/2021

ଓଡିଶାର ବିଶ୍ୱବିଦ୍ୟାଳୟ

୧. ଉତ୍କଳ ବିଶ୍ୱବିଦ୍ୟାଳୟ- (ବାଣୀବିହାର) ଭୁବନେଶ୍ୱର, ୧୯୪୩

୨.ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ- (ସଂସ୍କୃତ ବିହାର) ଭୁବନେଶ୍ୱର, ୨୦୦୦

୩. ସମ୍ବଲପୁର ବିଶ୍ୱବିଦ୍ୟାଳୟ- (ଜ୍ୟୋତିବିହାର) ସମ୍ବଲପୁର, ୧୯୬୭

୪. ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ- (ଭଞ୍ଜବିହାର) ବ୍ରହ୍ମପୁର, ୧୯୬୭

୫.କୃଷି ଓ ଶିଳ୍ପ ଓଡିଶା, ବିଶ୍ୱବିଦ୍ୟାଳୟ- (କୃଷିବିହାର) ଭୁବନେଶ୍ୱର, ୧୯୬୨

୬. ବିଜୁ ପଟ୍ଟନାୟକ ଶିଳ୍ପ ବିଶ୍ୱବିଦ୍ୟାଳୟ- (ଶିଳ୍ପବିହାର) ରାଉରକେଲା, ୨୦୦୨

୭- ରେଭେନ୍ସା ବିଶ୍ୱବିଦ୍ୟାଳୟ- କଟକ, ୨୦୦୬

୮. ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ- (ଶ୍ରୀରାମଚନ୍ଦ୍ର ଭଞ୍ଜବିହାର) ବାରିପଦା

୯.ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ- (ଶ୍ରୀବିହାର) ପୁରୀ, ୧୯୮୧

୧୦- ଫକୀର ମୋହନ ବିଶ୍ୱବିଦ୍ୟାଳୟ- (ବ୍ୟାସବିହାର) ବାଲେଶ୍ୱର, ୧୯୯୯

ଓଡିଶାର ମେଡିକାଲ୍ କଲେଜ

୧.ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ- କଟକ

୨. ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ- ସମ୍ବଲପୁର

୩. ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ମେଡିକାଲ କଲେଜ- ବ୍ରହ୍ମପୁର

୪. ହାଇ-ଟେକ୍ ମେଡିକାଲ କଲେଜ- ଭୂବନେଶ୍ୱର

୫. କଳିଙ୍ଗ ଇନଷ୍ଟିଚ୍ୟୁଡ୍ ଅଫ୍ ମେଡିକାଲ ସାଇନ୍ସ୍- ଭୂବନେଶ୍ୱର

୬.ଆଇ.ଏମ୍.ଏସ୍.- ଭୂବନେଶ୍ୱର

୭.ବେଦାନ୍ତ ମେଡିକାଲ କଲେଜ- ପୁରୀ

Address

Berhampur
760001

Website

Alerts

Be the first to know and let us send you an email when Odia Sadharan gyan posts news and promotions. Your email address will not be used for any other purpose, and you can unsubscribe at any time.

Share