Tapas Nath. Leader and social worker

Tapas Nath. Leader and social worker Union's

17/04/2026

ବର୍ତ୍ତମାନ ଟାଟା ପାୱାର ଠିକା କର୍ମଚାରୀ ମାନଙ୍କ ଭିତରୁ କିଛି ୧୧ କେଭି କର୍ମଚାରୀଙ୍କୁ ଛଟେଇ ବା ପ୍ରୋଜେକ୍ଟ କୁ ସ୍ଥାନାନ୍ତର କରୁଅଛି, ଏହା ସହିତ କିଛି ଏନଫୋର୍ସ ମେଣ୍ଟ କର୍ମଚାରୀ ଙ୍କୁ ଛଟେଇ ର ଟାର୍ଗେଟ କରି ସାରିଛି, ଏହି ବର୍ଷ କିଛି ଗ୍ରୀଡ କର୍ମଚାରୀ, ମିଟର ରିଡର୍, ବିଲ୍ କଲେକ୍ସନ ଓ ଅନ୍ୟାନ୍ୟ ବର୍ଗର ଠିକା କର୍ମଚାରୀ ମାନଙ୍କୁ ଅପ୍ଟିମାଇଜେସନ ନାମରେ ଛଟେଇ କରିବା ଯୋଜନା କରିଛି ।

ଠିକା କର୍ମଚାରୀ ମାନଙ୍କ ପାଇଁ ଏହା ଆଗକୁ ବଡ଼ ଧରଣର ବିପର୍ଯ୍ୟୟ ଆଣିବାକୁ ଯାଉଛି।

ଏଣୁ ଏହା ପୂର୍ବରୁ ଆମେ ଓବିକେଏମ ତରଫରୁ ସଜାଗ ହେବାକୁ ହେବ, ଆମ ମହାସଂଘ ତରଫରୁ ଆମକୁ ଆନ୍ଦୋଳନ କରିବା ଅତି ଜରୁରୀ ଅଛି,

ଆମେ ଆନ୍ଦୋଳନ ର ନୋଟିସ ଜାରି କରୁଛୁ, ଟିପିଡବ୍ଲୁଡିଏଲ ସମ୍ମୁଖରେ ଏକ ଦିନ ଏବଂ ଏହାପରେ ଓଇଆରସି ଭୁବନେଶ୍ୱର ରେ ମେ ମାସରେ ଏକଦିନ ଆନ୍ଦୋଳନ ହେବ ।

ଏଣୁ ସମସ୍ତ ଡିଭିଜନ ର ସମସ୍ତ ସଦସ୍ୟ ଅଣ ସଦସ୍ୟ ହେଉ ମଧ୍ୟ ଠିକା କର୍ମଚାରୀ ଏବଂ ସମସ୍ତ ରେଗୁଲାର କର୍ମଚାରୀ ମାନେ ଆସନ୍ତୁ🙏🏼

ଆମ ହକ୍ ପାଇଁ ଓ ଆମ ସାଥି ମାନଙ୍କ ପାଇଁ ଆମେ ଲଢ଼ିବା ✊🏻✊🏻✊🏻

01/01/2026

I convey my heartfelt greetings, best wishes and greetings to all the public of Odisha, all the employees of the Electricity Department as well as all the members of OBKM on the farewell ceremony of the year 2025, along with the English New Year 2026. 🙏🏼💐
May you all be healthy and happy throughout the year by the grace of the Lord Jagannath and Maa Samaleswari,
May you and your family be prosperous, may the country be prosperous, may peace, brotherhood and goodwill prevail in the country.

|| May everyone be happy.
Harekrishna 🙏🏼

Zone secretary ( west )
#ଓବିକେଏମ

Address

Sambalpur

Telephone

+919937786138

Website

Alerts

Be the first to know and let us send you an email when Tapas Nath. Leader and social worker posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Tapas Nath. Leader and social worker:

Shortcuts

Share

Category