16/08/2026
ॐ ଶ୍ରୀ ନୀଳକଣ୍ଠେଶ୍ୱର ନମଃ🪷🙏
ସମସ୍ତ ଶ୍ରଦ୍ଧାଳୁ ଭକ୍ତବ୍ରୁନ୍ଦ ମାନଙ୍କୁ ଜଣାଇ ଦିଆଯାଉଛି ଆସନ୍ତା ତା- ୧୭.୦୮.୨୦୨୬ ରିଖ ଶ୍ରାବଣ ମାସର ତୃତୀୟ ସୋମବାର ସିଂହ ସଂକ୍ରାନ୍ତି ଉପଲକ୍ଷେ ମା ଗର୍ଭାରାଇ ମନ୍ଦିରରେ ଅନ୍ନଭୋଗ ବ୍ୟବସ୍ଥା କରାଯାଇଛି ।
ଏଣୁ ଆପଣ ମାନେ ସମସ୍ତେ ନିଶ୍ଚିତଭାବେ ଉପସ୍ଥିତ ରହି ପ୍ରଭୁଙ୍କ କୃପା ଲାଭ କରିବା ସହ ପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରନ୍ତୁ ।🙏