SBG Constructions

SBG Constructions SBG Constructions, our mission is to build a stronger, safer, and more sustainable future — one project at a time.

We are committed to delivering excellence in construction through innovation, precision, and integrity.

30/05/2026

🏛️ ଘର ନୁହେଁ, ଗଢ଼ନ୍ତୁ ଆପଣଙ୍କର ଏକ ପରିଚୟ.

SBG Construction ଆଣିଛି ଆପଣଙ୍କ ବଜେଟ୍ ଅନୁସାରେ ସମ୍ପୂର୍ଣ୍ଣ ନିର୍ମାଣ ସେବା। ଆମର Architectural Planning, Strong Construction ଏବଂ Modern Interior Design ଆପଣଙ୍କ ଘରକୁ ଦେବ ଏକ ପ୍ରିମିୟମ ଲୁକ୍⛺️

🏛️ Modern Architecture ସହିତ 100% Vastu ର ଅପୂର୍ବ ସମନ୍ୱୟ.

ଆପଣଙ୍କ ନୂଆ ଘରକୁ ଆଧୁନିକ ଲୁକ୍ ଦେବା ସହ ବାସ୍ତୁ ଅନୁସାରେ ସକାରାତ୍ମକ ଶକ୍ତିରେ ଭରିଦେବା ଆମର ଦାୟିତ୍ୱ.

Why Choose SBG Construction?
✅ Vastu Compliant Layouts: ପ୍ରତିଟି ନକ୍ସା ବାସ୍ତୁ ସମ୍ମତ
✅ End-to-End Service: Design, Construction ଓ Interior Design
✅ Unmatched Benefits: ସହଜ ଦର, ୨ ବର୍ଷ ମେଣ୍ଟେନାନ୍ସ, CCTV ଓ AC ସୁବିଧା.

💰 ଆମର ବିଶେଷ ପ୍ୟାକେଜ୍‌:
➡️ Standard: ₹1650 / Sq. Ft.
➡️ Premium: ₹1750 / Sq. Ft.
➡️ Luxurious: ₹1900 / Sq. Ft.

☕ ଆସନ୍ତୁ, ଚା’ କପେ ସହ ଆପଣଙ୍କ ସ୍ୱପ୍ନର ଘର ବିଷୟରେ ଆଲୋଚନା କରିବା🤝

📞9337592399
🌐 sbgconstruction.in
📨[email protected]

28/05/2026

Gray skies, gray concrete, bright future. 🌪️☀️

⁠ ⁠ ⁠ ⁠ ⁠ ⁠ ⁠ ⁠ ⁠ ⁠ ⁠ ⁠ ⁠ ⁠ ⁠

28/05/2026

ଆମେ Architectural Design ଠାରୁ ଆରମ୍ଭ କରି Construction ଓ Interior Design ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସେବା ପ୍ରଦାନ କରୁଛୁ। Standard, Premium ଓ Luxury Package ସହିତ ସହଜ ଦର, 2 ବର୍ଷ ମେଣ୍ଟେନାନ୍ସ, CCTV ଓ AC ସୁବିଧା ସହିତ ଆପଣଙ୍କ ପରିବାର ପାଇଁ ନିଶ୍ଚିନ୍ତ ନିର୍ମାଣ ନିଶ୍ଚିତ କରୁଛୁ। SBG Construction— ଯେଉଁଠି ଭରସା ଗୁଣବତ୍ତା ସହିତ ଗଢ଼ାଯାଏ।

ଆଜିହିଁ ସମ୍ପର୍କ କରନ୍ତୁ ଓ ଆପଣଙ୍କ ଘର ନିର୍ମାଣ ଯାତ୍ରା ଆରମ୍ଭ କରନ୍ତୁ— SBG Construction, ଯେଉଁଠି ଭରସା ଗୁଣବତ୍ତାରେ ପରିଣତ ହୁଏ।

ଭରସାଯୋଗ୍ୟ Builder ଖୋଜୁଛନ୍ତି? ଆଜିହିଁ ସମ୍ପର୍କ କରନ୍ତୁ।🤝

📞9337592399
🌐 sbgconstruction.in
📨[email protected]

03/04/2026

AI Could Never 🤖




ଓଡ଼ିଶାର ପ୍ରଗତିରେ ଆମେ ସହଭାଗୀ। ଉତ୍କଳର ସେହି ମହାନ ବୀରତ୍ଵ ଓ ଗୌରବକୁ ମନେ ପକାଇ ସମସ୍ତଙ୍କୁ ଉତ୍କଳ ଦିବସର ଅନେକ ଅନେକ ଶୁଭକାମନା। ଜୟ ଜଗନ୍ନ...
01/04/2026

ଓଡ଼ିଶାର ପ୍ରଗତିରେ ଆମେ ସହଭାଗୀ। ଉତ୍କଳର ସେହି ମହାନ ବୀରତ୍ଵ ଓ ଗୌରବକୁ ମନେ ପକାଇ ସମସ୍ତଙ୍କୁ ଉତ୍କଳ ଦିବସର ଅନେକ ଅନେକ ଶୁଭକାମନା। ଜୟ ଜଗନ୍ନାଥ! 🙏🚩

ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଆମ ପାଇଁ ସବୁବେଳେ ପ୍ରେରଣାର ଉତ୍ସ। ଏହି ପବିତ୍ର ଉତ୍କଳ ଦିବସ ଅବସରରେ ଆସନ୍ତୁ ସଂକଳ୍ପ କରିବା, ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା। ଓଡ଼ିଶା ଦିବସର ହାର୍ଦ୍ଦିକ ଶୁଭେଚ୍ଛା! 🏗️🧡

ଆପଣଙ୍କ ସ୍ୱପ୍ନର ଘର ନିର୍ମାଣ ପାଇଁ ଆଜି ହିଁ ଆମ ସହ ଯୋଗାଯୋଗ କରନ୍ତୁ।

📞9337592399
🌐 sbgconstruction.in
📨[email protected]

#ଉତ୍କଳଦିବସ #ଓଡ଼ିଶାଦିବସ #ବନ୍ଦେଉତ୍କଳଜନନୀ

Address

Jagannath Vihar Lane/7
Bhubaneswar
751003

Opening Hours

Monday 9am - 10am
Tuesday 9am - 10am
Wednesday 9am - 10am
Thursday 9am - 10am
Friday 9am - 10am
Saturday 9am - 10am
Sunday 9am - 4am

Alerts

Be the first to know and let us send you an email when SBG Constructions posts news and promotions. Your email address will not be used for any other purpose, and you can unsubscribe at any time.

Share