TP Western Odisha Distribution Ltd.

Directions Website Contact the business

TP Western Odisha Distribution Ltd. TP Western Odisha Distribution Ltd.(TPWODL) is the power distribution company for Western Odisha. Its supply covers 9 districts, covering 48 thousand square km.

ନୂତନ ବିଜୁଳି ସଂଯୋଗ ନେବାକୁ ଚାହୁଁଛନ୍ତି ? ଠିକ୍ ପ୍ରକ୍ରିୟା ଜାଣିଗଲେ ଏହା ଆହୁରି ସରଳ ଓ ସୁବିଧାଜନକ । 'ମୋ ବିଦ୍ୟୁତ୍' ମାଧ୍ୟମରେ ଆବେଦନ କର...
21/10/2026

ନୂତନ ବିଜୁଳି ସଂଯୋଗ ନେବାକୁ ଚାହୁଁଛନ୍ତି ? ଠିକ୍ ପ୍ରକ୍ରିୟା ଜାଣିଗଲେ ଏହା ଆହୁରି ସରଳ ଓ ସୁବିଧାଜନକ । 'ମୋ ବିଦ୍ୟୁତ୍' ମାଧ୍ୟମରେ ଆବେଦନ କରିବାଠାରୁ ଆରମ୍ଭ କରି, ନଥିପତ୍ର ଦାଖଲ କରିବା, ଆବଶ୍ୟକ ଶୁଳ୍କ ପରିଶୋଧ କରିବା ଏବଂ ଆବେଦନର ସ୍ଥିତି ଯାଞ୍ଚ କରିବା ପର୍ଯ୍ୟନ୍ତ - ଏହି ସରଳ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ ଏବଂ ନିଜର ନୂତନ ବିଜୁଳି ସଂଯୋଗ ପ୍ରାପ୍ତ କରନ୍ତୁ।



CMO Odisha
Tata Power
Energy Department, Government of Odisha

May the light of courage, truth and goodness always guide us towards a brighter tomorrow. This Dussehra, let’s celebrate...
20/10/2026

May the light of courage, truth and goodness always guide us towards a brighter tomorrow. This Dussehra, let’s celebrate the triumph of light over darkness and good over evil.



CMO Odisha
Tata Power
Energy Department, Government of Odisha

9 Days, 9 Safety Promises A little extra care can keep the festive spirit glowing without the risks. Keep firecrackers, ...
19/10/2026

9 Days, 9 Safety Promises

A little extra care can keep the festive spirit glowing without the risks. Keep firecrackers, diyas and other heat sources away from electrical installations, and ensure festive decorations are placed at a safe distance from electrical equipment.
Let’s end this series with a promise to celebrate responsibly and keep our communities safe.



CMO Odisha
Tata Power
Energy Department, Government of Odisha

ଆପଣଙ୍କ ଯେକୌଣସି ସମସ୍ୟାର ସମାଧାନ ଏବେ ମାତ୍ର ଗୋଟିଏ କଲ୍ଦୂରରେ!ବିଲ୍ ସମ୍ବନ୍ଧୀୟ ପ୍ରଶ୍ନ ହେଉ, ନୂତନ ସେବା ପାଇଁ ଅନୁରୋଧ ହେଉକିମ୍ବା ବିଦ୍ୟୁ...
19/10/2026

ଆପଣଙ୍କ ଯେକୌଣସି ସମସ୍ୟାର ସମାଧାନ ଏବେ ମାତ୍ର ଗୋଟିଏ କଲ୍ଦୂରରେ!

ବିଲ୍ ସମ୍ବନ୍ଧୀୟ ପ୍ରଶ୍ନ ହେଉ, ନୂତନ ସେବା ପାଇଁ ଅନୁରୋଧ ହେଉକିମ୍ବା ବିଦ୍ୟୁତ୍ ସମ୍ପର୍କିତ ଯେକୌଣସି ଅସୁବିଧା—ଆପଣଙ୍କୁ ତ୍ୱରିତସହଯୋଗ ଯୋଗାଇଦେବା ପାଇଁ ଆମର କଲ୍ ସେଣ୍ଟର୍ ସର୍ବଦାପ୍ରସ୍ତୁତ।

ଗୋଟିଏ କଲ୍, ଉତ୍ତମ ସେବା ଏବଂ ଚିନ୍ତାମୁକ୍ତ ସମାଧାନ।

ଆଜି ହିଁ ଆମ ସହ ଯୋଗାଯୋଗ କରନ୍ତୁ: 1800-2028



CMO Odisha
Tata Power
Energy Department, Government of Odisha

ଏହି ମହା ନବମୀରେ, ମା' ଦୁର୍ଗାଙ୍କ ଦିବ୍ୟ ଶକ୍ତି ଆପଣଙ୍କ ଜୀବନର ପ୍ରତିଟି ପଥକୁ ଆଲୋକିତ କରୁ, ପ୍ରତ୍ୟେକ ପ୍ରୟାସରେ ଅଫୁରନ୍ତ ଉର୍ଜା ଭରିଦେଉ ଏ...
19/10/2026

ଏହି ମହା ନବମୀରେ, ମା' ଦୁର୍ଗାଙ୍କ ଦିବ୍ୟ ଶକ୍ତି ଆପଣଙ୍କ ଜୀବନର ପ୍ରତିଟି ପଥକୁ ଆଲୋକିତ କରୁ, ପ୍ରତ୍ୟେକ ପ୍ରୟାସରେ ଅଫୁରନ୍ତ ଉର୍ଜା ଭରିଦେଉ ଏବଂ ସାହସ ଓ ଭକ୍ତିର ସହ ଆଗକୁ ବଢ଼ିବା ପାଇଁ ଆମକୁ ପ୍ରେରଣା ଯୋଗାଉ।
ଆପଣ ଏବଂ ଆପଣଙ୍କ ପରିବାରକୁ ଏକ ଆଶୀର୍ବାଦପୂର୍ଣ, ଅତ୍ୟନ୍ତ ଆନନ୍ଦଦାୟକ ଏବଂ ବିଜୟର ମହା ନବମୀର ଅନେକ ଅନେକ ଶୁଭେଚ୍ଛା!



CMO Odisha
Tata Power
Energy Department, Government of Odisha

Shakti that Powers Western Odisha | Putting Consumers First Through Timely SupportOn Day 9 of "Shakti that Powers Wester...
19/10/2026

Shakti that Powers Western Odisha | Putting Consumers First Through Timely Support

On Day 9 of "Shakti that Powers Western Odisha", we spotlight Neeladri Kumar, Lead Engineer – MMG at TPWODL, whose journey reflects the importance of consumer care, responsibility and meaningful service.

From facilitating consumer connections to coordinating with CMG and Operations teams to resolve challenges, Neeladri goes the extra mile to support consumers. One such instance was helping an elderly consumer get her meter installed within three days by coordinating with the concerned teams, demonstrating how timely assistance can make a meaningful difference.



CMO Odisha
Tata Power
Energy Department, Government of Odisha

9 Days, 9 Safety Promises Festive lights and decorations make every celebration special, but safety should never take a ...
18/10/2026

9 Days, 9 Safety Promises

Festive lights and decorations make every celebration special, but safety should never take a backseat. Keep electrical installations dry, avoid blocking access to electrical equipment, and ensure decorations are placed safely away from electrical infrastructure.
Let’s make every celebration bright, beautiful, and safe.



CMO Odisha
Tata Power
Energy Department, Government of Odisha

ଓଡ଼ିଶାର ସମୃଦ୍ଧ ସଂସ୍କୃତି, କାହାଣୀ ଏବଂ ପାରମ୍ପରିକ କଳା ସହ ଆମ ବନ୍ୟଜୀବ ଅଭିନ୍ନ ଭାବେ ଜଡ଼ିତ। ଏହି ଦୁର୍ଲଭ ତଥା ସୁନ୍ଦର ବନ୍ୟପ୍ରାଣୀମାନେ ...
18/10/2026

ଓଡ଼ିଶାର ସମୃଦ୍ଧ ସଂସ୍କୃତି, କାହାଣୀ ଏବଂ ପାରମ୍ପରିକ କଳା ସହ ଆମ ବନ୍ୟଜୀବ ଅଭିନ୍ନ ଭାବେ ଜଡ଼ିତ। ଏହି ଦୁର୍ଲଭ ତଥା ସୁନ୍ଦର ବନ୍ୟପ୍ରାଣୀମାନେ ନିଜ ପ୍ରାକୃତିକ ଆବାସସ୍ଥଳୀ ଜଙ୍ଗଲରେ ସୁରକ୍ଷିତ ରହି ବଂଶବୃଦ୍ଧି କରନ୍ତୁ, କେବଳ ସ୍ମୃତି ହୋଇ ରହି ନ ଯାଆନ୍ତୁ।
ବନ୍ୟଜନ୍ତୁ ଶିକାରକୁ ଦୃଢ଼ ଭାବେ ବିରୋଧ କରନ୍ତୁ।
କୌଣସି ବେଆଇନ ଶିକାର ବା ବନ୍ୟପ୍ରାଣୀ ଚୋରାଚାଲାଣ ଦେଖିଲେ ତୁରନ୍ତ ଏହି ନମ୍ବରରେ ଜଣାନ୍ତୁ:



CMO Odisha
Tata Power
Energy Department, Government of Odisha

ମାଆ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ଆପଣଙ୍କ ଜୀବନକୁ ଶକ୍ତି, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ କରୁ। ଏହି ମହାଷ୍ଟମୀ ଅବସରରେ, ଆସନ୍ତୁ ଭକ୍ତି...
18/10/2026

ମାଆ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ଆପଣଙ୍କ ଜୀବନକୁ ଶକ୍ତି, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ କରୁ। ଏହି ମହାଷ୍ଟମୀ ଅବସରରେ, ଆସନ୍ତୁ ଭକ୍ତି, ସାହସ ଏବଂ ବିଜୟର ଏହି ପବିତ୍ର ପର୍ବକୁ ପାଳନ କରିବା।
ଶୁଭ ମହାଷ୍ଟମୀ!



CMO Odisha
Tata Power
Energy Department, Government of Odisha

Shakti that Powers Western Odisha | Driving Change Through Accountability and Consumer AwarenessOn Day 8 of “Shakti that...
18/10/2026

Shakti that Powers Western Odisha | Driving Change Through Accountability and Consumer Awareness

On Day 8 of “Shakti that Powers Western Odisha”, we spotlight Debasmita Dhal, Commercial Section Officer – RCM at TPWODL, whose work reflects the importance of taking responsibility, upholding commercial discipline and creating meaningful change.

Through consistent follow-ups, consumer awareness and engagement, Debasmita contributes to bringing unauthorised consumers into the authorised power network, strengthening accountability and supporting a more empowered Western Odisha.



CMO Odisha
Tata Power
Energy Department, Government of Odisha

Address

Burla
Sambalpur
768017

Alerts

Be the first to know and let us send you an email when TP Western Odisha Distribution Ltd. posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to TP Western Odisha Distribution Ltd.:

Shortcuts

Share

Category